ବର୍ତ୍ତମାନ୍ ର ଭାଷା: or ଓଡ଼ିଆ

ଭାଷା
Selected Language:

ହୋମ୍ - ବହିଗୁଡିକ - ମହାଶ ତିକୁ ହତ୍ୟା କରବା

ମହାଶ ତିକୁ ହତ୍ୟା କରବା
ଶିକ୍ଷକ: ଜନ୍ ବିଭିୟ
ଭାଷାରେ ଉପଲବ୍ଧ:

ଯାହା ତୁମ୍ଭର ଶକ୍ତିକୁ ଚୋରି କରେ ତାକୁ ନଷ୍ଟ କରିପାଇବ

ଯେପରି ସୁପରମ୍ୟାନ, ଯିଏ କୌଣସି ବାଧାକୁ ଡେଇଁଥାଏ ଓ ପ୍ରତ୍ୟେକ ଶତୃକୁ ପରାସ୍ତ କରେ, ଯେଉଁ ଅସୁବିଧା ଆମ୍ଭେମାନେ ସାମନା କରୁ ତାକୁ ପରାସ୍ତ କରିବାକୁ ଖ୍ରୀଷ୍ଟଙ୍କ ଅନୁଗମନକାରୀମାନେ ପାଖରେ ଅଲୌକିଅକ ସାମର୍ଥ୍ୟ ଅଛି I କିନ୍ତୁ ସମସ୍ୟା ଯେ ସୁପରମ୍ୟାନ ଓ ଆମ୍ଭମାନଙ୍କ ପାଇଁ ଗୋଟିଏ ମହାଶକ୍ତି ଅଛି ଯିଏ ଆମ୍ଭମାନଙ୍କର ଶକ୍ତିକୁ ଚୋରି କରେ

ଯଦିଓ, ସୁପରମ୍ୟାନ ଓ ମହାଶକ୍ତି ଦୁହେଁ କାଲ୍ପନିକ ଅଟନ୍ତି I ମାତ୍ର ଆତ୍ମିକ ମହାଶକ୍ତି ନୁହେଁ

ଏହି ପୁସ୍ତକ ଉତ୍ତର ଦିଏ ଯାହାକୁ ଆମ୍ଭେମାନେ ଅନେକ ଐଶ୍ୱରିକ ଶକ୍ତିକୁ ଅନୁଭୁତି କରିପାରୁ ନାହିଁ ଯାହା ପ୍ରଥମ ଶତାବ୍ଦୀରେ ସ୍ପଷ୍ଟ ଥିଲା

ମହାଶତିକୁ ହତ୍ୟା କରିବା, ଜନ୍ ବେଭେର ମହାଶକ୍ତି କିଏ ତାହା ପ୍ରକାଶ କରନ୍ତି, କାହିଁକି ଆମ୍ଭମାନଙ୍କର ସଂପ୍ରଦାୟରେ ଏହା ସାଲିସ କରୁଛି, ଏବଂ କିପରି ଏହାର ଦାସତ୍ୱରୁ ମୁକ୍ତି ହୋଇପାରିବା

ଶକ୍ତିହୀନ ହୃଦୟ ପାଇଁ ନୁହେଁ, ମହାଶକ୍ତିକୁ ହତ୍ୟା କରିବା ଯାହା ଗୋଟିଏ ଅତ୍ୟଧିକ ଆତ୍ମିକ ମଧୁମେହ I ଏହା କୌଣସି ଯୀଶୁଙ୍କ ଶିଷ୍ୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସତ୍ୟ ଅଟେ ଯିଏ ସମସ୍ୟାକୁ ଆଲିଙ୍ଗନ କରେ ଓ ରୂପାନ୍ତରଣ ପଥକୁ ପୁରସ୍କାର ଦିଏ

ଡାଉନ୍ ଲୋଡ୍ କରନ୍ତୁ (~4.1 MB)

Share