ହୋମ୍ - ବାଇବଲ୍ - ବାଇବଲ୍
ମାଗଣାରେ ଡାଉନଲୋଡ୍ କରିବା ପାଇଁ ଏଠାରେ ଦିଆଯାଇଥିବା ବାଇବଲର ଅନୁବାଦଗୁଡିକ ପଢିବା ଏବଂ ଅଧ୍ୟୟନ କରିବା ପାଇଁ ଅତିରିକ୍ତ ସଂସାଧନ ଭାବରେ ଅନ୍ତର୍ଭୁକ୍ତ କରାଯାଇଅଛି, ଏବଂ ତାହାସବୁ ଇଣ୍ଟରନେଟ୍ ରେ ସର୍ବସାଧାରଣ ଭାବରେ ସମସ୍ତଂକ ପାଇଁ ଉପଲବ୍ଧ ଅଟେ | ବର୍ତ୍ତମାନ ସମୟରେ ଅନେକଗୁଡିଏ ଅନ୍ୟ ଉତ୍ତମ ଅନୁବାଦଗୁଡିକ ବ୍ୟବହାର କରାଯାଉଛି, ମାତ୍ର ସେମଧ୍ୟରୁ ଅନେକ ଏକାଧିକାର୍ ଦ୍ଵାରା ସୁରକ୍ଷିତ ହୋଇଥିବାରୁ ମାଗଣାରେ ଡାଉନଲୋଡ୍ ପାଇଁ ଉପଲବ୍ଧ ନୁହେଁ |
Share