ବର୍ତ୍ତମାନ୍ ର ଭାଷା: or ଓଡ଼ିଆ

ଭାଷା

ହୋମ୍ - ବହିଗୁଡିକ - ଅନନ୍ତତା ଦ୍ବାରା ପରିଚାଳିତ

ଅନନ୍ତତା ଦ୍ବାରା ପରିଚାଳିତ
ଶିକ୍ଷକ: ଜନ୍ ବିଭିୟ
ଭାଷାରେ ଉପଲବ୍ଧ:

ପୃଥିବୀରେ ଏହି ଜୀବନ ଏକ ବାଷ୍ପ ତୁଲ୍ୟ ଅଟେ | ପୁଣି, ଆମ୍ଭମାନଂକ ମଧ୍ୟ ଅଧିକାଂସ ଲୋକେ ଏପରି ଜୀବନ ଯାପନ କରନ୍ତି କି ଯେପରି ଆର ପାରିରେ କିଛି ହିଁ ନାହିଁ | କିନ୍ତୁ ଏହି ଜୀବନରେ ଆମେ କିପରି ଚାଲିଛୁ ନିର୍ଧାରଣ କରିବ କି ଆମେ ଅନନ୍ତତା କିପରି ବିତାଇବା | ଧର୍ମ ସାସ୍ତ୍ର କୁହେ କି ବିଶ୍ବାସିଂକୁ ଅଲଗା ପ୍ରକାର ପୁରଷ୍କାର ଦିଆ ଯିବ | ଏକ ବ୍ୟକ୍ତି ହୋଇ ଯାହା କିଛି ଲାଭ କରିଅଚ୍ଛ ବିଚାର ଦିନରେ ସବୁକିଛି ନଷ୍ଟ ହୋଇ ଯାଉ ଥିବା ଦେଖିବ , ଯୀଶୁ ଖ୍ରୀଷ୍ଟନ୍କର୍ ରଜତ୍ବ ଜାଏ |

୨ କରନ୍ତିୟ ୫: ୯-୧୧ ଶିକ୍ଷା ଅନୁସାରେ , ଜହୋନ ବିବିଅର ଏହି ଶିକ୍ଷା ଦିଅନ୍ତି କି ପ୍ରତ୍ୟକ ବିଶ୍ବାସୀ ବିଚାର ସିଂହାସନ ଛାମୁରେ ଏହି ଜୀବନରେ ଯାହା କରି ଅଛନ୍ତି ତାର ପୁରଷ୍କାର ନିମନ୍ତେ ଠିଆ ହେବେ | ଅଧିକାଂସ ଲୋକୋ ଯାହା କିଛି ଦେଖିବେ ଚକିତ ହୋଇ ଯିବେ କି ଜୀବନରେ ସେମାନେ ଯାହା କିଛି କରି ଅଛନ୍ତି ତାହା ଅନନ୍ତ ପୁରଷ୍କାର ନିମନ୍ତେ କିଛି ହିଁ ନୁହେଁ |

ତେବେ ଆମେ ଏକ ଅର୍ଥ ପୁର୍ଣ ଜୀବନ କିପରି ବିକଶିତ କରି ପାରିବା ? ଅନନ୍ତତା ଦ୍ବାରା ପରିଚାଳିତ ପୁସ୍ତକରେ ଆପଣ ନିଜ ଆହ୍ବାନ କୁ ଆବିଷ୍କାର କରିବା ଓ ପରମେଶ୍ବର ଯାହା ଆପଣଂକୁ ଦେଇ ଅଛନ୍ତି ତାହାକୁ ବହୁଗୁଣିତ କରିବା ସିଖିବେ | ଯେବେ ଆପଣ ଏକ ଅନନ୍ତ ଦୃଷ୍ଟିକୋଣ ରେ ଦେଖିବେ , ତେବେ ଆପଣ ଚିରଦିନ ରହିବା ବସ୍ତୁ ନିମନ୍ତେ ପରିଶ୍ରମ କରିବେ |

ଡାଉନ୍ ଲୋଡ୍ କରନ୍ତୁ (~4.49 MB)

Share